This page has not been proofread.
ସେଇବାଟେ ସମୁଦ୍ରରୁ ଲୁଣପାଣି ସହିତ ମାଛ କଙ୍କଡା ପର୍ଭୁତି ଜଳଜୀବ ଚିଲିଲା ଭିତରକୁ ପାଶି ଆସ୍ନତି । ସେହି ମୁହାଣ ଥିଲା ଭାରି ଘାଟି ଜାଗା । ସେଠାରେ ମରହଟ୍ଟାମାନେ ଫତେ ମହ୍ମଦଙ୍କୁ ଜଗାଇ ରଖିଲେ । ଇଂରେଜ ସେନାପତି ତାଙ୍କୁ ହାତ କରି ତାଙ୍କଠାରୁ ସେ ମୁହାଣ ପାରିହେବାଠାରୁ ଜେତେ ଯାହା ବାଟରେଘାଟ ସବୁ ବୁଝିଥିଲେ ।